ହଟିଲା ଜବରଦଖଲ: କିମ୍ଭୀରା ନାଳ ବ୍ରିଜ୍ ନିର୍ମାଣ ବାଟ ଫିଟିଲା,୧୨ ଦୋକାନ ଉଚ୍ଛେଦ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରାରେ ହେବାକୁ ଥିବା କିମ୍ଭୀରା ନାଳ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଛି। ଏହି ବ୍ରିଜ୍‌ ନିର୍ମାଣ ପାଇଁ ବର୍ଷେ ହେଲା ବାଧକ ସାଜିଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଇଛି। ପ୍ରାୟ ୪ ହଜାର ବର୍ଗଫୁଟ ଜମିରେ ଥିବା ୧୨ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। କମିସନରେଟ୍‌ ପୁଲିସର ସହଯୋଗରେ ବିଡିଏ ଏହି ଜବରଦଖଲ ଉଚ୍ଛେଦ କରିଛି।ପାଣ୍ଡରା ମୌଜା ରାସ୍ତା ପାଖ ୩୮୬୧ ନମ୍ବର ପ୍ଲଟରେ ଜବରଦଖଲ … Continue reading ହଟିଲା ଜବରଦଖଲ: କିମ୍ଭୀରା ନାଳ ବ୍ରିଜ୍ ନିର୍ମାଣ ବାଟ ଫିଟିଲା,୧୨ ଦୋକାନ ଉଚ୍ଛେଦ